କୁଙ୍କୁଡ଼ିବା
ଦେଖଣା
କୁଙ୍କୁଡ଼ିବା —
ଉଚ୍ଚାରଣ: Kuṅkuṟḍ̠ibā
কুঙ্কুডিবা
सिकोड़ना
ଦେ. କ୍ରି. (ସଂ. କୁଞ୍ଚନ) —
୧: ମୋଡ଼ି ହୋଇଯିବା — ୧. To be twisted.
୨: ସଂକୁଚିତ ହେବା; ସାଂକୁଶିଯିବା —୨. To shrivel up; to contract; to be contracted.
୩: କୁଞ୍ଚୁରୁଞ୍ଚିଆ ହେବା —୩. To curl up; to be curled; to become wrinkled.
୪: ଲଇଁଯିବା —୪. To be bent.