Jump to content

କୁଚକଲଶ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଚକଲଶ
ଉଚ୍ଚାରଣ: Kuchakalaṡa

ସଂ. ବି. (ଉପମିତ; କୁଚ+କଲଶ) —

କଳଶ ପରି ବଡ଼ କୁଚ (ପଦ୍ୟରେ ବ୍ୟବହୃତ ଉପମା) —Well developed and big breast (compared to a water jar in poetical license).