Jump to content

କୁଚକୁଚାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଚକୁଚାଇବା
ଉଚ୍ଚାରଣ: Kuchkuchāibā
কুচকুচান कुचकुचाना

ଦେ କ୍ରି. —

ଟିକି ଟିକି କରିବା — To mince; to reduce to shreds.

ପ୍ରାଦେ. (ସମ୍ବଲପୁର; ତୁଳ. ହି. କିଚ୍ନା= କୁଞ୍ଚିତହେବା) —

୧: କୁଞ୍ଚିତ କରିବା; କୁଞ୍ଚିବା —୧. To curl.

୨: ବାରମ୍ବାର ଅନୁରୋଧ କରିବା — ୨. To importune.