କୁଚକ୍ର
ଦେଖଣା
କୁଚକ୍ର —
ଉଚ୍ଚାରଣ: Kuchakra
ସଂ. ବି. (କର୍ମଧା; କୁ+ଚକ୍ର) —
ପରର ଅନିଷ୍ଟ କରିବା ନିମନ୍ତେ କେତେ ଜଣଙ୍କ ମଧ୍ୟରେ ବିଚାର; କୁପରାମର୍ଶ; ଷଡ଼ୟନ୍ତ୍ର — Hatching plots for mischief or injuring other people; conspiracy; stratagem.