Jump to content

କୁଚକ୍ରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଚକ୍ରୀ
ଉଚ୍ଚାରଣ: Kuchakrī
(କୁଚକ୍ରିଣୀ—ସ୍ତ୍ରୀ)

ସଂ. ବିଣ. ପୁଂ. (କୁଚକ୍ର+ଅଛି ଅର୍ଥରେ; ଇନ୍; ୧: ମା.୧: ବ) —

୧: କୁପରାମର୍ଶଦାତା — ୧. Giving evil advice.

୨: ଗୋପନରେ ପରର ଅମଙ୍ଗଳ ପାଞ୍ଚିବା ବ୍ୟକ୍ତି; ଷଡ଼ୟନ୍ତ୍ର— କାରୀ —୨. Plotting evil schemes of mischief; conspiring.