Jump to content

କୁଚନାଚାର୍ୟ୍ଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଚନାଚାର୍ୟ୍ୟ
ଉଚ୍ଚାରଣ: Kuchanāchārj̄ya

ଦେ. ବି. (ନାମ) —

ଦାକ୍ଷିଣାତ୍ୟର ତୈଲଙ୍ଗୀୟ ସାରଣୀ ଗ୍ରନ୍ଥ ବା ପଞ୍ଚିକାକାର — Name of a Telugu almanac-compiler.

[ଦ୍ର—ଏ ଶକ ୧୩: ଶ ଶତାବ୍ଦୀର ବ୍ୟକ୍ତି ଥିଲେ]