Jump to content

କୁଚାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଚାଇବା
ଉଚ୍ଚାରଣ: Kuchāibā
কুচকুচান कतरना

ଦେ. କ୍ରି. (ସଂ. କୃତ ଧାତୁ) —

ଟିକି ଟିକି କରି କାଟିବା; କ୍ଷୁଦ୍ର କ୍ଷୁଦ୍ର ଖଣ୍ଡରେ କାଟିବା — To cut into little bits or pieces; to mince.

ପ୍ରାଦେ. (ସମ୍ବଲପୁର) କ୍ରି. (ସଂ. କୁଚ ଧାତୁ) —

କୁଞ୍ଚିବା (ଦେଖ) Kun̄chibā (See)