Jump to content

କୁଚାବୁର୍କୁଡ଼ା କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଚାବୁର୍କୁଡ଼ା କରିବା
ଉଚ୍ଚାରଣ: Kuchāburkuṟḍ̠ā karibā

ପ୍ରାଦେ. (ସମ୍ବଲପୁର) କ୍ରି —

୧: ଆଜ୍ଞାତସାରରେ ଲୁଚାଇବା — ୧. To conceal (a thing).

୨: ଲୁଚିବା — ୨. To conceal one's self.

୩: ଏଣେ ତେଣେ ଲୁଚାଇବା — ୩. To conceal here and there.