କୁଚିକ
ଦେଖଣା
କୁଚିକ —
ଉଚ୍ଚାରଣ: Kuchika
ସଂ. ବି (କୁଚ ଧାତୁ=ସଂଙ୍କୁଚିତ ହେବା+ କର୍ତ୍ତୃ. ଇକ) —
କୋଚିଆ —The eel; Unibranchepertura Cuchiyā.
[ଦ୍ର—ହିନ୍ଦୁମାନେ ବିଶ୍ବାସ କରନ୍ତି ଏ ଗୋରୁଙ୍କୁ କାମୁଡ଼ିଲେ ଗୋରୁ ମରିଯାଏ, କିନ୍ତୁ ମନୁଷ୍ୟର କାମୁଡ଼ିଲେ ମନୁଷ୍ୟର କିଛି ହୁଏ ନାହିଁ (M.W.) ]