କୁଚ୍ଛି
ଦେଖଣା
କୁଚ୍ଛି —
ଉଚ୍ଚାରଣ: Kuchchhi
ପ୍ରାଦେ. (ସମ୍ବଲପୁର) ବିଣ (ସଂ. କୁତ୍ସିତ) —
୧: କୁତ୍ସିତ କର୍ମଚାରୀ —୧. Doing nasty acts.
୨: କୃପଣ —୨. Miserly.
ଗ୍ରା. ବି —
କୃଷି; ଉଦର; ପେଟ —Belly.
ନାଭିରୁ ହୃଦପଦ୍ମ ଯାଏ କୁଚ୍ଛିଏ ତାଳେ ଉଚ୍ଚ ହୁଏ— ପ୍ରାଚୀ. ପୂର୍ଣ୍ଣତମଚନ୍ଦ୍ରୋଦୟ