Jump to content

କୁଚ୍ନି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଚ୍ନି
ଉଚ୍ଚାରଣ: Kuchni

ପ୍ରାଦେ. (ସମ୍ବଲପୁର) ବି —

୧: ଯେ ପାଣ୍ୟଦ୍ରବ୍ୟକୁ କୋଚା ବିକ୍ରି କରେ — ୧. Retail seller.

୨: ଯେ ଅତ୍ୟଧିକ ଲାଭରେ ପଣ୍ୟ ବିକେ — ୨. A person who sells commodities at a great profit.