ଶବ୍ଦାର୍ଥ:
କୁଚ୍ପିତା — ଉଚ୍ଚାରଣ: Kuchpitā
ପ୍ରାଦେ. (ସମ୍ବଲପୁର) ବିଣ —
ଅତିଶୟ ପିତା; କୋଚିଲା ପରି ପିତା — Very bitter.