କୁଚ୍ବିହାର
ଦେଖଣା
କୁଚ୍ବିହାର —
ଉଚ୍ଚାରଣ: Kuchbihāra
ଦେ. ବି. (ନାମ) —
ଉତ୍ତରବଙ୍ଗର ପାର୍ବତ୍ୟ ରାଜ୍ୟବିଶେଷ — Name of a feudatory hill-state to the north of Bengal.
[ ଦ୍ର—ଏହା ଆସାମର ଉତ୍ତୃର ପୂର୍ବ ଓ ଭୁଟାନର ଦକ୍ଷିଣରେ ଅବସ୍ଥିତ ଏ ରାଜ୍ୟର ରାଜାମାନଙ୍କର ବଂଶୋପାଧି 'ଭୁପ' ଓ 'ମହାରାଜା' ଉପାଧି ଇଂରେଜ ସରକାରଙ୍କ ଦ୍ବାରା ସ୍ବୀକୃତ]