Jump to content

କୁଜର୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଜର୍
ଉଚ୍ଚାରଣ: Kujar

ପ୍ରାଦେ. (ସିଂହଭୂମି) ବି —

ନଈ ବିନାରାରେ ଥିବା ଉତ୍କୃଷ୍ଟ ଉର୍ବରା ପଟୁମାଟିର ଜମି —The best fertile land by the river-side with silt formations on it.