କୁଜାଷ୍ଟମ
ଦେଖଣା
କୁଜାଷ୍ଟମ —
ଉଚ୍ଚାରଣ: Kujāshṭama
ସଂ. ବି. (କୁଜ+ଅଷ୍ଟମ)—(ଫଳିତ ଜ୍ଯୋତିଷ)
ଜାତକରେ ଲଗ୍ନଠାରୁ ଅଷ୍ଟମ ସ୍ଥାନରେ ମଙ୍ଗଳ ଅବସ୍ଥାନ କରିବାରୁ ଘଟିବା ଅଶୁଭ ଯୋଗ — (Astrology) An evil position of the planet Mars bring in the eighth house from one's natal planet.
[ଦ୍ର—ଏହି ଯୋଗ ଜାତକର ଅନ୍ୟ ସମସ୍ତ ଶୁଭଯୋଗର ଫଳକୁ ନଷ୍ଟ କରିଦିଏ ହି. ଶବ୍ଦସାଗର]