Jump to content

କୁଜି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଜି
ଉଚ୍ଚାରଣ: Kuji
কচী;পাতি

ହେ. ବିଣ. (ଅନ୍ୟ ଶବ୍ଦ ପୂର୍ବେ ଲାଗି ଉକ୍ତ ବସ୍ତୁର କ୍ଷୁଦ୍ରାବୟବ ବସ୍ତୁକୁ ବୁଝାଏ) —

ଛୋଟ; କ୍ଷୁଦ୍ରାବୟବବିଶିଷ୍ଟ — Small; tiny; of small stature.

(ଯଥା—କୁଜି ହଂସ; କୁଜି କୁଆ; କୁଜି ଗେଣ୍ଡା)