Jump to content

କୁଜି ଅସରପା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଜି ଅସରପା
ଉଚ୍ଚାରଣ: Kuji asarapā

ଦେ. ବି —

ଛୋଟ ଅସରପା — A diminutive cockroach.

କାଣୀ ବିରାଡ଼ି କୁଜି ଅସରପା ଉପରେ ରାଜା ଢଗ