ଶବ୍ଦାର୍ଥ:
କୁଜି କଉଡ଼ି — ଉଚ୍ଚାରଣ: Kuji kauṟḍ̠i
ଦେ. ବି. (ସଂ. କୁବ୍ଜ+ କପର୍ଦ୍ଦକ) —
ଟିକି କଉଡ଼ି; ଅତି ଛୋଟ କଉଡ଼ି —Small shell.