Jump to content

କୁଜି କିମ୍ଭୀର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଜି କିମ୍ଭୀର
ଉଚ୍ଚାରଣ: Kuji kimbhīra

ଦେ. ବି —

ଏକ ଜାତୀୟ ଛୋଟ କୁମ୍ଭୀର — A species of crocodile.

[ଦ୍ର—ଏ ଜାତିର କୁମ୍ଭୀର ୪/୫: ହାତ ଲମ୍ବ ହୁଅନ୍ତି ଏମାନେ ଛେଳି ମେଣ୍ଡାଆଦି ଜୀବଙ୍କୁ ମାରି ଖାଆନ୍ତି; ମନୁଷ୍ୟ ଓ ଗୋରୁ ଆଦି ବଡ଼ ଜୀବଜନ୍ତୁଙ୍କୁ ମାରନ୍ତି ନାହିଁ]