Jump to content

କୁଜ୍ଝଟିକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଜ୍ଝଟିକା
ଉଚ୍ଚାରଣ: Kujjhaṭikā

ସଂ. ବି. ସ୍ତ୍ରୀ (କୁଜ୍ଝଟି+ସ୍ବାର୍ଥରେ. କ+ସ୍ତ୍ରୀ. ଆ) —

କୁହୁଡ଼ି — Fog; mist.

ସେ ଘୋର ଅନ୍ଧାକାର ରେଖା ନାମ ବହିଲା କୁଜ୍ମଟିକା ଜଗନ୍ନାଥ. ଭାଗବତ