କୁଞ୍ଚକାନି
ଦେଖଣା
କୁଞ୍ଚକାନି —
ଉଚ୍ଚାରଣ: Kun̄chakāni
(କାଛାକାନି—ବିପରୀତ)
ଦେ. ବି. —
ପରିଧାନ ବସ୍ତ୍ରର ଯେଉଁ ଅଂଶ କୁଞ୍ଚିତ ହୋଇ ଲାହି ପାଖେ ଖୋସା ହୋଇଥାଏ —The part of the wearing cloth floded and tuked to the navel.
କୁଞ୍ଚିକାନିରେ ବାନ୍ଧି ଅଣ୍ଟାରେ ଭଲ କରି ଖୋସି ଚେଇ ଆକାଶକୁ ପୁଣି ଚାରିଆଡ଼କୁ ଅନାଇଲା ଫକୀରମୋହନ. ଛମାଣଆଠଗୁଣ୍ଠ