କୁଞ୍ଚନ
ଦେଖଣା
କୁଞ୍ଚନ —
ଉଚ୍ଚାରଣ: Kun̄chana
ସଂ. ବି. (କୁଞ୍ଚ ଧାତୁ= ବକ୍ର ଗମନ କରିବା; ସଂକୁଚିତ ହେବା + ଭାବ. ଅନ) —
୧: ସଂକୋଚ କରଣ; ସଂକୋଚନ — ୧. Contraction; curling.
୨: ବକ୍ରୀକରଣ —୨. Curving; bending.
୩: ଅନାଦାର —୩. Disregard.
୪: ଧୂଳି ଆଦି ପଡ଼ିବା ଯୋଗୁଁ ହେବା ନେତ୍ରରୋଗବିଶେଷ; ଆଖି ବୁଜି ହୋଇ ଖୁଞ୍ଚି ହେବା — ୪. Contracting of the eyelid and aching of the eye, due to the presence of particles of foreign matter.