Jump to content

କୁଞ୍ଚା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଞ୍ଚା
ଉଚ୍ଚାରଣ: Kun̄chā
কোঁচান सिमटना

ଦେ. ବି. (ସଂ. କୁଞ୍ଚନ) —

୧: କୁଞ୍ଚନ କ୍ରିୟା ବା ପ୍ରଣାଳୀ — ୧. The mode of curling the wearing cloth into tiny folds.

୨: ପରିଧାନ ବସ୍ତ୍ରର କୁଞ୍ଚିତ ଫେର ବା ଅଂଶ; କୁଞ୍ଚକାନି — ୨. The crimped or folded part of the wearing cloth.

କେଉଁ ମାନେ କୁଞ୍ଚାକୁ ଲମ୍ବାଇ ତଳକୁ ପକାଇ ଥିଲେ ପାଦ ବେନିକି ଆଗକୁ କୃଷ୍ଣସିଂହ. ମହାଭାରତ. ବନ

୩: (ସଂ. କୁଞ୍ଚ)—ଆଠ ମୁଠା ଶସ୍ୟ ପରିମାଣରେ ମାପ— ପାତ୍ର ବା ମାଣ —୩. A measure of capacity of grains (measuring ୮ handfuls).

୪: (ଫା. କୂଜା= ବଣା) ମାଟିର ଠେକି ବା ଘଡ଼ି — ୪. Small earthen pitcher.

কোঁচা

ପ୍ରାଦେ. (ସମ୍ବଲପୁର) —

ଶସ୍ୟର ନିର୍ଦ୍ଦିଷ୍ଟ ମାପପାତ୍ରବିଶେଷ — A unit of measure of corn.

ଦେ. ବିଣ —

କୁଞ୍ଚ ହୋଇଥିବା (ବସ୍ତ୍ର) — Curled or folded (cloth); frilled; folded into frills or ruffs.