କୁଞ୍ଚିକା
ଦେଖଣା
କୁଞ୍ଚିକା —
ଉଚ୍ଚାରଣ: Kun̄chikā
ସଂ. ବି. ସ୍ତ୍ରୀ. (କୁଞ୍ଚି ଧାତୁ=ବକ୍ର ଗମନ କରିବା+କର୍ତ୍ତୃ. ଅକ + ସ୍ତ୍ରୀ. ଆ) —
୧: କାଇଁଚ; ଗୁଞ୍ଜା — ୧. A small red seed of a pod-bearing creeper.
୨: କୋଲପ; ତାଲା —୨. Padlock.
୩: କୋଲପର କାଠି ବା ଚାବି; କଞ୍ଚି — ୩. Key of a padlock.