କୁଞ୍ଚିତ
ଦେଖଣା
କୁଞ୍ଚିତ —
ଉଚ୍ଚାରଣ: Kun̄chita
ସଂ. ବିଣ (କୁଞ୍ଚ ଧାତୁ +କର୍ମ. ତ) —
୧: ବକ୍ରୀକୃତ —୧. Curved; bent.
୨: ସଂକୁଚିତ —୨. Contracted; shri velled up.
୩: କୂଟିଳ; କୁଞ୍ଚକୁଞ୍ଚିଆ — ୩. Curled; crooked.
୪: ଅନାଦୃତ —୪. Disregarded.
୫: କୁଞ୍ଚା ହୋଇଥିବା ଲୁଗା — ୫. Folded or plaited (cloth).