Jump to content

କୁଞ୍ଚିତାଲା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଞ୍ଚିତାଲା
ଉଚ୍ଚାରଣ: Kun̄chitālā
কু়ঞ্চিতালা कुंजीकुलप

ଦେ. ବି —

୧: କୋଲପର କଞ୍ଚି; ଚାବିକାଠି — ୧. Key of a padlock.

କୁଞ୍ଚିତାଲା ଦିଅ ହସ୍ତେ ଫେଡ଼ିବି—ପ୍ରାଚୀ. ଶ୍ରୀଗୁରୁଭକ୍ତିଗୀତା

୨: ଚାବିକାଠୀ ଓ କୋଲପ — ୨. Key and lock.