Jump to content

କୁଞ୍ଚିମୁଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଞ୍ଚିମୁଦ
ଉଚ୍ଚାରଣ: Kun̄chimuda

ଦେ. ବି. —

ଘରର କବାଟ ବା ବାକ୍ସକୁ କୋଲପ ପକାଇ ବନ୍ଦ କରି ତହିଁରେ ଜଉମୁଦ ଦେବା — Sealing of a door or box after locking it up.

ପୂରାଇଲେ ଗମ୍ଭୀରାରେ କୁଞ୍ଚିମୁଦ ଦେଇ—ପୀତାମ୍ବର. ନୃସିଂହପୁରାଣ