Jump to content

କୁଞ୍ଚି ମୋଡ଼ିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଞ୍ଚି ମୋଡ଼ିବା
ଉଚ୍ଚାରଣ: Kun̄chi moṟḍ̠ibā
চাবিঘুরান चाभीमाड़ना

ଦେ. କ୍ରି. —

୧: କୋଲପ ଫିଟାଇବା ନିମନ୍ତେ ଚାବି ଘୁରାଇବା —୧. To wind up the key in a padlock.

୨: (ଲକ୍ଷଣାର୍ଥ) କୈଣସି କାର୍ଯ୍ୟ କରିବାକୁ ଭିତରେ ଭିତରେ ଅନ୍ୟ ବ୍ୟକ୍ତିକୁ ସୂତୁରେଇବା — ୨. (figurative) to pull the wires from behind.