Jump to content

କୁଞ୍ଚ ଖୋସିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଞ୍ଚ ଖୋସିବା
ଉଚ୍ଚାରଣ: Kun̄cha khosibā
কোঁচড়নারা

ଦେ. କ୍ରି. —

ଫେର ଖୋସିବା; ପିନ୍ଧି ଥିବା ଲୁଗାର ସାମନା ପାଖ କୁଞ୍ଚା ଅଂଶର ଯେଉଁ କାନି ତଳକୁ ଝୁଲୁ ଥାଏ ତାକୁ ଦୋଓଡ଼ କରି ଲାହି ପାଖେ ଆଣି ଖୋସିବା —To tuck up the front curled part of the wearing cloth by doubling it at the navel.