କୁଞ୍ଜକୁକ୍ଷି
ଦେଖଣା
କୁଞ୍ଜକୁକ୍ଷି —
ଉଚ୍ଚାରଣ: Kun̄jakukshi
ସଂ. ବି. (୬: ଷ୍ଠୀ ତତ୍; କୁଞ୍ଜ+ କୁକ୍ଷି) —
କୁଞ୍ଜବନର ଅନ୍ତର୍ଦେଶ ବା ଭିତର —Interior of a grove.
କୋମଳତର ମୋହନ, କୁଞ୍ଜକୁକ୍ଷିରୁ ନିଃସ୍ବନ, ଆସି ଚୁମ୍ବିଦେଲା ମୋ ଶ୍ରୃତିରେ—କବିସୂର୍ଯ୍ୟ. କିଶୋରୀଚମ୍ପୁକ ଗୀତ