Jump to content

କୁଞ୍ଜବିହାରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଞ୍ଜବିହାରୀ
ଉଚ୍ଚାରଣ: Kun̄jabihārī

ସଂ.ବି (ଉପପଦ; କୁଞ୍ଜ+ବିହାରୀ) —

ଶ୍ରୀକୃଷ୍ଣଙ୍କ ନାମ — A name given to Ṡrīkṛushṇa

ଦେ. ବି —

ପୁରୁଷଙ୍କ ନାମ — A name given to males.