Jump to content

କୁଞ୍ଜବିହାରୀ ପଟ୍ଟନାଯକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଞ୍ଜବିହାରୀ ପଟ୍ଟନାୟକ
ଉଚ୍ଚାରଣ: Kun̄jabihārī Paṭṭanāyaka

ଦେ.ବି (ନାମ) —

ଜନୈକ ଉତ୍କଳୀୟ ପ୍ରାଚୀନ କବି —An ancient poet of Orissa.

[ଦ୍ର— କବି ବୈଷ୍ଣବ ଧର୍ମାବସମ୍ବୀ ଥିଲେ 'କୁଞ୍ଜବିହାର' ନାମକ କାବ୍ୟ ଏହାଙ୍କଦ୍ବାରା ରଚିତ ଏ ସପ୍ତଦଶ ଶତାଦ୍ଦୀରେ ଜୀବିତ ଥିଲେ ତାରିଣୀଚରଣ. ଉତ୍କଳ ସାହିତ୍ୟ ଇତିହାସ]