କୁଞ୍ଜଭାଡ଼ୁଆ
ଦେଖଣା
କୁଞ୍ଜଭାଡ଼ୁଆ —
ଉଚ୍ଚାରଣ: Kun̄jabhāṛḍ̠uā
ଦେ. ବି —
୧: ଅତି ନିର୍ଲଜ୍ଜ ବ୍ୟକ୍ତି (ଭାଡ଼ୁଆଠାରୁ ମଧ୍ୟ ନିର୍ଲଜ୍ଜ) — ୧. A very shameless person (more shameless than a bawd).
୨: ଯେଉଁ ବ୍ୟକ୍ତି ପ୍ରକାଶ୍ୟଭାବରେ ଜାର ନିକଟରେ ପରସ୍ତ୍ରୀ ଜୁଟାଇବା ବୃତ୍ତ ଅବଲମ୍ବନ କରିଥାଏ — ୨. A professional bawd.
୩: ଯେଉଁ ବ୍ୟକ୍ତି ଗୋଟିଏ ଗୃହ ବା କୁଞ୍ଜକୁ ସୁସଜ୍ଜିତ କରି ଜାରମାନଙ୍କ ସମ୍ଭୋଗାର୍ଥ ସେଥିରେ ଗୁଡ଼ିଏ ବେଶ୍ୟା ରଖାଇ ବେଶ୍ୟା଼ବ଼ୃତ୍ତଲବ୍ଧ ଅର୍ଥରେ ଜୀବିକାନିର୍ବାହ କରେ — ୩. The owner of a house of ill fame; a Bawd house-keeper; a brothel-keeper; a person who makes a living by maintaining a brothel.