Jump to content

କୁଞ୍ଜର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଞ୍ଜର
ଉଚ୍ଚାରଣ: Kun̄jara
(କୁଞ୍ଜରୀ—ସ୍ତ୍ରୀ)

ସଂ. ବି. ଫୁ. (କୁଞ୍ଜ=ହସ୍ତିଦନ୍ତ+ଅଛି ଅର୍ଥରେ. ର) —

୧: ହସ୍ତୀ; ହାତୀ —୧. Elephant.

୨: କେଶ —୨. Hair.

୩: ଦେଶବିଷେଷ —୩. Name of a country.

[ଦ୍ର—ଅନ୍ୟ କୌଣସି ପ୍ରାଣିବାଚକ ଶବ୍ଦ ସଙ୍ଗେ ଲାଗିଲେ ଏହା 'ଶ୍ରେଷ୍ଠ' ଏହି ଅର୍ଥ ପ୍ରକାଶ କରେ; (ଯଥା—ବୀରକୁଞ୍ଜର; ନରକୁଞ୍ଜର]