କୁଞ୍ଜରଗମନା
ଦେଖଣା
କୁଞ୍ଜରଗମନା —
ଉଚ୍ଚାରଣ: Kun̄jaragamanā
ସଂ. ବିଣ. ସ୍ତ୍ରୀ. (ବହୁବ୍ରାହି; କୁଞ୍ଜର+ଗମନ+ସ୍ତ୍ରୀ. ଆ) —
ହାତୀର ଗତି ପରି ଯେଉଁ ସ୍ତ୍ରୀର ଗତି ଧୀର— ମନ୍ଥର; ଧୀରଗମନା —With footsteps like those of an elephant (applied to a young women who walks slowly and majestically).