ଶବ୍ଦାର୍ଥ:
କୁଞ୍ଜରୀ — ଉଚ୍ଚାରଣ: Kun̄jarī
ସଂ. ବି. ସ୍ତ୍ରୀ (କୁଞ୍ଜର+ସ୍ତ୍ରୀ. ଈ) —
ହତ୍ସିନୀ; ମାଈ ହାତୀ; ହାତୁଣୀ —A female elephant.