କୁଞ୍ଜଲତା
ଦେଖଣା
କୁଞ୍ଜଲତା —
ଉଚ୍ଚାରଣ: Kun̄jalatā
ସଂ. ବି. (କୁଞ୍ଜ+ଲତା) —
୧: କୁଞ୍ଜବନ ଉପରେ ମାଡ଼ିଥିବା ଲତା —୧. A creeper trailed into arches and groves.
୩: ବର୍ଷଜୀବୀ ପୁଷ୍ପଲତାବିଶେଷ — ୩. A flowering annual creeper; Quamoclit Pinnata.
[ଦ୍ର—ଏହାର ଅନ୍ୟ ନାମ ତରୁଲତା; ଏହାର ପତ୍ର କେଶ ପରି ସରୁ ଏବଂ ଫୁଲ ନାଲି, ଛୋଟ ଓ ଡ଼େମ୍ପଯୁକ୍ତ ଏହା ବର୍ଷେ ମାତ୍ର ବଞ୍ଚେ]
୪: ପୂର୍ବୋକ୍ତ କୁଞ୍ଜଲତାର ଫୁଲ ପରି ଫୁଲ, କିନ୍ତୁ ପାନ ଆକାରର ପତ୍ରଯୁକ୍ତ ପୁଷ୍ପଲତାବିଶେଷ — ୪. A flowering creeper; Quamoclit Phoenicia.