Jump to content

କୁଟକୁଟା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଟକୁଟା
ଉଚ୍ଚାରଣ: Kuṭkuṭā
টুকুরাটটুকুরা टुकडीटुकड़े; चुरचुर

ଦେ. ବି —

ଟିକିଟିକି; ଖଣ୍ଡଖଣ୍ଡ —(Torn into) Shreds or fragments.

ଦେ. ବିଣ —

ଟିକିଟିକି କରି ଚିରା ହୋଇଥିବା — Torn in to shreds.