Jump to content

କୁଟଙ୍କକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଟଙ୍କକ
ଉଚ୍ଚାରଣ: Kuṭaṅkaka

ସଂ. ବି. (କୁଟଙ୍କ+କ) —

ଦହିଖୁଆର ଖୁଣ୍ଟ; ମନ୍ଥନ— ସ୍ତମ୍ଭ —The post round which the string of the milk-churner passes (Apte).

୨: କୁଡ଼ିଆ; କୁଟୀର — ୨. Hut; cottage (Apte).