କୁଟଣା
ଦେଖଣା
କୁଟଣା —
ଉଚ୍ଚାରଣ: Kuṭaṇā
কোটনা
कुटना
(କୁଟିଣୀ—ସ୍ତ୍ରୀ)
ଦେ. ବି. ଫୁ. (ସଂ. କୁଟ୍ଟନ) —
୧: ଭ଼ଡ଼ୁଆ; ଯେ ପରପୁରୁଷକୁ ସ୍ତ୍ରୀ ଯୋଗାଏ —୧. A bawd; A procurer; a pander.
୨: ବେଶ୍ୟାପତି; ଯେଉଁ ବ୍ୟକ୍ତି ଆପଣା ସ୍ତ୍ରୀକୁ ପରପୁରୁଷ ନିପଟରେ ଜୁଟାଏ —୨. A person who procures his wife for the enjoyment of other persons.