Jump to content

କୁଟଣୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଟଣୀ
ଉଚ୍ଚାରଣ: Kuṭaṇī
কুটনী कुटनी

ଦେ. ବି. ସ୍ତ୍ରୀ. (ସ୍ତ୍ରୀ. କିଟ୍ଟନୀ) —

୧: କୁଟୁତୁଣୀ (ଦେଖ) ୧. Kuṭutuṇī (See)

୨: ବେଶ୍ୟା; ନଷ୍ଟା ସ୍ତ୍ରୀ — ୨. Adulteress.

୩: ଯେ ପର ପୁରୁଷ ନିକଟରେ ଅନ୍ୟ ସ୍ତ୍ରୀ ଆଣି ଯୁଟାଏ; ଦୂତୀ —୩. A bawd; a procuress.

୪: ଢିଙ୍କିର ଭରାଣ୍ଡି; ଯେଉଁ ଗାତରେ ଢିଙ୍କିରେ କୁଟା ହେବା ପାଇଁ ବସ୍ତୁମାନ ଭରା ଯାଏ —୪. The receiving hole in which things are put to be pounded by a husking jack.

୫: ଢ଼ିଙ୍କିର ପୁଆ ବା ପାହାର — ୫. The pestle of a Ḍhiṅki.