Jump to content

କୁଟପ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଟପ
ଉଚ୍ଚାରଣ: Kuṭapa

ସଂ. ବି. (କୁଟ+ପା ଧାତୁ+କର୍ତ୍ତୃ. ଅ) —

୧: କୁଡ଼ବ; ଶସ୍ୟାଦିର ମାପବିଶେଷ —୧. A measure of grain.

୨: ଋଷି; ମୁନି —୨. Sage; ascetic.

୩: ଗୃହ ନିକଟସ୍ଥ ଉଦ୍ୟାନ — ୩. Garden attached to a house (Apte).

୪: ପଦ୍ମ —୪. Lotus.