Jump to content

କୁଟପ୍ରଶ୍ନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଟପ୍ରଶ୍ନ
ଉଚ୍ଚାରଣ: Kūṭapraṡna

ସଂ. ବି. (କର୍ମଧା; କୂଟ+ପ୍ରଶ୍ନ) —

୧: କଷ୍ଟସାଧ୍ୟ ସମସ୍ୟା; ବିଷମସମସ୍ୟା —୧. A puzzle; a conundrum; a riddle; a knotty or intricate or ambiguous question.

୨: ଅଦାଲତରେ ଅପର ପକ୍ଷୀଦ୍ବାରା ସାକ୍ଷୀକୁ କରାଯିବା ପ୍ରଶ୍ନ; ଜେରା — ୨. Cross-examination.