Jump to content

କୁଟର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଟର
ଉଚ୍ଚାରଣ: Kuṭara

ସଂ. ବି. (କୁଟ୍ ଧାତୁ+କର୍ତ୍ତୃ. ଅର) —

କୁଠର; ଦହି ଖୁଆର ଖୁଣ୍ଟ — The post round which the string of the churning stick winds. (M.W.)