Jump to content

କୁଟାଖଣ୍ଡିକ ଦିଖଣ୍ଡ ନ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଟାଖଣ୍ଡିକ ଦିଖଣ୍ଡ ନ କରିବା
ଉଚ୍ଚାରଣ: Kuṭākhaṇḍika dikhaṇḍi na karibā

ଦେ. କ୍ରି. (ବ୍ୟକ୍ତି) —

କିଛି ସାମାନ୍ୟ କର୍ମ ମଧ୍ୟ ନ କରିବା — Not to do even a very little work.