Jump to content

କୁଟାଶି କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଟାଶି କରିବା
ଉଚ୍ଚାରଣ: Kuṭāṡi karibā

ପ୍ରାଦେ. (ସମ୍ବଲପୁର) କ୍ରି —

ଧାନ ଅମଳ ସମୟରେ ଧାନରୁ କୁଟାକୁ ପୃଥକ୍ କରିବ — To separate straw from paddy grains during garneringor threshing.