Jump to content

କୁଟା କ୍ରଯବିକ୍ରଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଟା କ୍ରୟବିକ୍ରୟ
ଉଚ୍ଚାରଣ: Kuṭā krayabikraya

ଦେ. ବି. (ସହଚର ଶବ୍ଦ) —

ବାଇଶା କୁଟା ବା ପଚିଶା କୁଟା ପ୍ରମାଣେ ଏତେ ଧାନରୁ ଏତେ ଚାଉଳ ହେବ ଏହା ଜାଣିବାର ଗାଣିତିକ ବିଧି (କୁଟା) ଓ ଏତେ ଭାଉରେ ଏତେ ପଦାର୍ଥର ମୂଲ୍ୟ କେତେ ହେବ ଏହା ଜାଣିବାର ଗାଣିତିକ ବିଧି (କ୍ରୟବିକ୍ରୟ) — Two arithmetical methods of calculation for finding out the quantity of rice from a given quantity of paddy, as also of the value of any quantity of articles at a certain rate.