କୁଟିକମ
ଦେଖଣା
କୁଟିକମ —
ଉଚ୍ଚାରଣ: Kuṭikama
ଦେ. ବି. (ସଂ. କୂଟ ଓ କର୍ମ) —
ବିବିଧ ଚିତ୍ର ଓ କାରୁକାର୍ମ; କମକୁଟ — Various artistic designs; ornamental work.
ଦେ. ବିଣ. —
ନାନାପ୍ରକାର କାରୁକର୍ମ ଓ ରଙ୍ଗଯୁକ୍ତ — Variegated and having various designs.
ଦରିଆ ଶାମୁକହୁଁ ନି କଟିକମ ଦେହ ଛାଡ଼ି ଗୋଟି ଅଜୟଚନ୍ଦ୍ର କବିତା