Jump to content

କୁଟିଳଗତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଟିଳଗତି
ଉଚ୍ଚାରଣ: Kuṭiḻagati

ସଂ. ବି. (କର୍ମଧାରୟ; କୁଟିଳ+ଗତି) —

ସିଧା ନ ହୋଇ ବକ୍ରଭାବରେ ଗମନ — Crooked motion.

(ଯଥା—ସାପ, ବିଛା ଆଦିଙ୍କର ଗମନ)

ବିଣ. (ବହୁବ୍ରାହୀ) —

କୁଟିଳଗାମୀ — Moving in a crooked manner.