Jump to content

କୁଟିଳଗାମୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଟିଳଗାମୀ
ଉଚ୍ଚାରଣ: Kuṭiḻagāmī
(କଟିଳଗାମିନୀ—ସ୍ତ୍ରୀ)

ସଂ. ବିଣ. ଫୁ. (କୁଟିଳ+ଗମ୍ ଧାତୁ+କର୍ତ୍ତୃ.ଇନ୍,୧: ମା ୧: ବ.) —

୧: ଯେ ବକ୍ରଭାବରେ ଗତି କରେ — ୧. Going crookedly; tortuous.